Namaskar ଆଜି ମୋର ଏହି video ଟିକୁ ବନେଇବା ପଛରେ ଗୋଟେ କାରଣ ରହିଛି ଏବେ election ର ଚର୍ଚା ବହୁ ଜୋର୍ ସୋର୍ ରେ ଚାଲିଛି |ଓଡିଶା ରେ ଏବେ ତ୍ରିସ୍ତରୀୟ ଗ୍ରାମ ପଞ୍ଚାୟତ ନିର୍ବାଚନ ହେଉଛି |ଗ୍ରାମ ପଞ୍ଚାୟତ election ବିଷୟ ରେ ବହୁ ତ ଗୁଡ଼ାଏ ଜିନିଷ ମତେ ଏବେ ବି ଲାଗେ ଯେ, elected member ବି ଜାଣି ନାହାଁନ୍ତି, ଆଉ ଲୋକଙ୍କ ପାଖରେ ତ information ବହୁତ୍ କମ୍ ଅଛି |ଯୋଉ ଟା କି ସମସ୍ତଙ୍କ ର ଜାଣିବା ନିହାତି ଦରକାର | ତ ଆଜି ଏହି video ବନେଇବାର ମୋର ପ୍ରୟାସ ଏଇଟା ଯେ, ଗ୍ରାମ ପଞ୍ଚାୟତ election ରେ generally ସରପଞ୍ଚ ଙ୍କ ଅଧିକାର କଣ କଣ ଅଛି? କଣ କଣ ସରପଞ୍ଚ ଙ୍କ ପାଖରେ power ଅଛି? ଯୋଉ power କୁ ସରପଞ୍ଚ utilize କରିପାରିବ, ତା ସହିତ ବି ଆମେ ଜାଣିବା ଆପଣ ଚାହିଁଲେ କେବେ ଓ କେମିତି ସରପଞ୍ଚ ଙ୍କୁ ତାଙ୍କ ପଦ ରୁ ବହିଷ୍କାର କରିହେବ? ବା ସରପଞ୍ଚ ଙ୍କୁ କେମିତି ଗାଦିଚ୍ୟୁତ କରିହେବ? 2 ଟା ଯାକ ଜିନିଷ ଆମେ ଆଜିର ଏହି Video ରେ ଜାଣିବା.
ତ ପ୍ରଥମ ଆମେ start କରିବା ସରପଞ୍ଚ ଙ୍କ ଅଧିକାର ବିଷୟରେ..
ସରପଞ୍ଚ ବା ଗ୍ରାମ ମୁଖିଆ ବା ଗ୍ରାମ ପ୍ରଧାନ ଯାହା ଆପଣ ଆପଣଙ୍କ area ରେ ଯାହା କହୁଥି ବେ.. ସରପଞ୍ଚ ଙ୍କ power କଣ କଣ, ତାଙ୍କ ପାଖରେ ପ୍ରକୃତ ରେ power କଣ କଣ ଅଛି, କଣ କଣ ସେ କରି ପାରିବେ?
ଦେଖନ୍ତୁ ୟା ପୂର୍ବରୁ ଆମେ ଯିବା ତାର ଇତିହାସ ଉପରେ. ଗ୍ରାମପଂଚାୟତ ବା ଗ୍ରାମ ସ୍ଵରାଜ. ଯେତେବେଳ aita start ହେଲା, ୟା ପୂର୍ବରୁ କଣ ହଉଥିଲା.. ଗାଁ ର ଜନେ କିଏ powerful ଲୋକ ବା ଟିକେ ପାଠ ସାଠ ପଢିଥିବା ଲୋକକୁ ମୁଖିଆ ଭାବେ ବଛାଯାଏ | ପ୍ରଥମେ 1969 ରେ ରାଜସ୍ଥାନ ରେ ye Election model start କରାଗଲା |exactly 1992, 1992 ପୁର୍ବରୁ ବି ସରପଞ୍ଚ ସିଷ୍ଟମ ଥିଲା କିନ୍ତୁ 92 ରେ କଣ ହେଲା.. 73 ତମ ସମ୍ବିଧାନ ସଂଶୋଧନ କରାଗଲା |ଯୋଉଥିରେ କି ଗ୍ରାମ ପଞ୍ଚାୟତ କୁ ସମ୍ବିଧାନ ଭିତରକୁ ଅଣାଗଲା. ବା ଗ୍ରାମ ପଞ୍ଚାୟତ କୁ powerful କରାଗଲା, empowerment କରାଗଲା | ଯୋଉ ସ୍ଵପ୍ନ ଥିଲା ଗାନ୍ଧୀଙ୍କର ଯେ, ଗ୍ରାମ୍ ସ୍ଵରାଜ, ଗାଁ ର ଉନ୍ନତି ରେ ଦେଶର ଉନ୍ନତି, ହୁଏ ତ ଆମକୁ ଲାଗୀ ଗଲା ପାଖା ପାଖି 40 ବର୍ଷ ରୁ ଅଧିକ. କିନ୍ତୁ 92 ପରଠୁ ଦିନକୁ ଦିନ yeta ବହୁତ୍ powerful ହେଇ ହେଇ ଯାଉଛି.
Actually ଗାଁ ର ପଞ୍ଚାୟତ election ହେଉଛି ପ୍ରକୃତ ଲୋକଙ୍କ ସରକାର କହିଲେ ଚଳେ, ସେଥିରେ ଲୋକ ସେଇ ଲୋକଙ୍କୁ ବାଛନ୍ତି ଯିଏ ତାଙ୍କ ଭିତରେ ଥାଏ |କାହାକୁ ବାଛିଛନ୍ତି ଲୋକ ବୁଝି କି ବିଚାରି କି ବାଛନ୍ତି.
ପ୍ରକୃତ ଯଦି ଆପଣ କହିବେ, democracy, exact democracy ହଉଛି ଗାଁ ସରପଞ୍ଚ election ରେ ଜଣେଇବା କଥା, ହଉଚି ନ ହଉଛି ସେ ତ secondary story. କିନ୍ତୁ ତା ପଛରେ motive aia ଥିଲା.. ପ୍ରଥମେ ହେଲା 1992 ରେ 73 rd ( 73 ତମ) ଯୋଉ ସମ୍ବିଧାନ ସଂଶୋଧନ ହେଲା, ସେଥିରେ ଗ୍ରାମ ପଞ୍ଚାୟତ କୁ entry କରା ଗଲା ସମ୍ବିଧାନ ଭିତରେ. ପୁରା ପଞ୍ଚାୟତ ରାଜ ବ୍ୟବସ୍ଥା କୁ ସମ୍ବିଧାନ ରେ entry କରାଗଲା. ଗାଁ ର election actually, this is a true democracy election.. ମୁଁ ଆଉଥରେ ପୁଣି କହୁଛି, ଗାଁ Election ପ୍ରକୃତ democracy ର ରୂପ ହିଁ ଗାଁ Election ଦିଏ. ବର୍ତ୍ତମାନ୍ ଆମେ ବୁଝିବା ଯେ, କଣ କଣ power ଥାଇପାରେ ସରପଞ୍ଚ ଙ୍କ ପାଖରେ.. କଣ କଣ power ରହିଛି ସରପଞ୍ଚ ଙ୍କ ପାଖରେ.. ଯିଏ ସରପଞ୍ଚ ନିୟୋଜିତ ହୁଅନ୍ତି, ଆପଣ ଭାବି କି ଚାଲନ୍ତୁ.. ସିଏ ହେଉଛନ୍ତି ଆପଣଙ୍କର ଗାଁ ର ମୁଖିଆ
ଯେମିତି ଆମର ଦେଶର ମୁଖିଆ ତ ରାଷ୍ଟ୍ରପତି କିନ୍ତୁ actually ଯେମିତି ପ୍ରଧାନମନ୍ତ୍ରୀ ଙ୍କ ପାଖରେ ପୁରା power ଥାଏ ଦେଶ ଚଳେଇବା ପାଇଁ ସେମିତି ଗୋଟେ ଗାଁ ଚଳେଇବା ପାଇଁ ସମ୍ବିଧାନ ପୂରା ପାୱାର ଗୋଟେ ସରପଞ୍ଚ କୁ ଦେଇଛି.
A topic ର ମୂଳ ଉଦ୍ଦେଶ୍ୟ ହଉଛି aiya..
ଯଦି ଜନେ ସରପଞ୍ଚ ଚାହିଁବ, ତା ଗାଁ କୁ ସିଏ 5 ବର୍ଷ ରେ ସୁନା କରିପାରିବ. କେବଳ ମତେ ଲାଗୁଛି ଯୋଉ ଜିନିଷ ରେ ଆମେ lack କରୁଛୁ ବା ଆମ ଭୁଲ ଧାରଣା ରହିଛି ଯେ ସରପଞ୍ଚ କି ସେମିତି କିଛି training ନାହିଁ, ଜିତିଲା ପରେ ଭି ତାକୁ ସେମିତି କିଛି ଟ୍ରେନିଂ ଦିଆ ଯାଏନି କି ଯେ ତୋର aia aia power..
Au ବହୁତ୍ ଗୁଡାକ ମୁଁ ଜାଣିଛି ସରପଞ୍ଚ ମାନେ ସେମାନେ ତ ବାକି ସବୁକାମ ଭଲ କରିପାରନ୍ତି, Election time ରେ ଡରେଇ କି ହଉ, ଧମକେଇ କି ହଉ, ପଇସା ବାଣ୍ଟି କି ହଉ, ମଦ ବାଣ୍ଟି କି ହଉ ଯେମିତି ହଉ ସେମାନେ ସରକାର କୁ ଜିତି ଯା ନ୍ତି, Election କୁ ପଳେଇ ଯାନ୍ତି, କିନ୍ତୁ exact ତାଙ୍କର କାମ କଣ, ଯୋଉମାନେ ଟିକେ ପାଠ ସାଥ୍ ପଢ଼ିଛନ୍ତି ହୁଏତ ସେମାନେ ଜାଣି ଥିବେ ବା କାରଣ ଆମ ଦେଶରେ democracy ର ଅବସ୍ଥା aia ଯେ, even ରାଷ୍ଟ୍ରପତି election ପାଇଁ ବି ଆମର କିଛି education criteria ନାହିଁ.
ଯେ minimum ଗୋଟେ ଲୋକ ଏତିକି ପାଠ ପଢିଥିଲେ ରାଷ୍ଟ୍ରପତି ହେଇ ପାରିବ, ଏତିକି ପାଠ ପଢିଥିଲେ ପ୍ରଧାନମନ୍ତ୍ରୀ ହେଇପାରିବ, ମୁଖ୍ୟମନ୍ତ୍ରୀ ହେଇ ପାରିବ, M. L. A ହେଇ ପାରିବ, m. P ହେଇପାରିବ ଏମିତି କି ସରପଞ୍ଚ, ୱାର୍ଡମେମ୍ବର ପାଇଁ ବି କିଛି education ର ଆବଶ୍ୟକତା ନାହିଁ. ବର୍ତ୍ତମାନ ବୋଧେ ୟା ଉପରେ discussion ଚାଲିଛି, maybe au କିଛି ସମୟ ପରେ
ଆସିପାରେ ବା ଅଉ କିଛି ଦିନ ପରେ ୟାର ଗୋଟେ strong ରିପୋର୍ଟ ଆସିପାରେ କିନ୍ତୁ ବର୍ତ୍ତମାନ ସୁଦ୍ଧା ସେମିତି କିଛି condition ନାହିଁ.
ତେଣୁ ଏଠି 2 ଟା ଜିନିଷ ମୁଁ କହିବାକୁ ଚାହୁଁଛି, ପ୍ରଥମ କଥା ହଉଛି ଏବେ ପଞ୍ଚାୟତ election ଚାଲିଛି, ଆମେ ଆଗ ବୁଝିବା ଯେ ଯିଏ ଆମ ସରପଞ୍ଚ ହେଇ ଯାଉଛି ବା ହବାକୁ ଯାଉଛି ସିଏ ତା ପାୱାର ବିଷୟରେ ଜାଣିଛି କି ନାହିଁ?
ସିଏ ଜାଣିଛି କି ନାହିଁ କି ତାର ଅଧିକାର କଣ, କଣ ସେ କରିପାରିବେ?
Second ଜିନିଷ.. ହଉଛି ଯଦି ଆମ ସରପଞ୍ଚ କମ କରୁନାହିଁ.. ବା ସରପଞ୍ଚ corruption କରୁଛି, ପଇସା ଖାଉଛି, ଲୋକ ଙ୍କୁ ଲୁଟୁ ଛି ତାହେଲେ ତାକୁ ଆମେ କେମିତି ତା seat ରୁ କାଢି ପାରିବା? କେମିତି ଆମେ ତାକୁ ସେ ଗାଦି ରୁ ତାକୁ ହଟେଇ ପାରିବା. ଏ 2 ଟା ବିଷୟ.
ପ୍ରଥମ କଥା ହଉଛି ଗାଁ ରେ ଯିଏ ସରପଞ୍ଚ ପଦ କୁ ଜିତିବ, ସରପଞ୍ଚ ହଉଛି ଗାଁ ର ମୁଖିଆ, ସରପଞ୍ଚ under ରେ ପାଖା ପାଖି ଆମକୁ 6 ଟା କମିଟି ଗଠନ କରା ଯାଇଥାଏ.
6 ଟା କମିଟି ଥାଏ ଗୋଟେ ଗାଁ ରେ. ମୁଁ ଜାଣି ନି ବହୁତ୍ ଲୋକ ଜାଣିଥିବେ ନ ଜାଣିଥିବେ. ସରପଞ୍ଚ ର aita ହଉଛି power.
ସରପଞ୍ଚ ଏକୁଟିଆ.. He may be the head of village panchayat. କିନ୍ତୁ ତାଙ୍କୁ ବି 6 ଟା ସମିତି ଅନୁସାରେ ହିଁ କାମ କରିବାକୁ ପଡ଼ିବ. ଆପଣ ଭାବି କି ଚାଲନ୍ତୁ aita ହଉଛି ଗୋଟେ ମିନି ସମ୍ବିଧାନ. ଯେମିତି ଆମର ଲୋକ ସଭା ଚାଲୁଛି, ବିଧାନ ସଭା ଚାଲୁଛି ସେମିତି ଆମର ଗାଁ ର ସରପଞ୍ଚ ଚାଲିବ କଥା.
ପ୍ରଥମେ ଆମେ ବୁଝିବା ଯେ ଏହି 6 ଟା ସମିତି କଣ?
ପ୍ରଥମ ସମିତି ହଉଛି ବିକାଶ ସମିତି.
ବିକାଶ ସମିତି ରେ କାମ କଣ, ଏଥିରେ କିଏ କିଏ member ହେଇ ରହି ପାରିବେ? Minimum ଜନେ st ରୁ , sc ର, ଜନେ ମହିଳା, ଅଉ ଜନେ obc. ଏ ଚାରି ଜଣ ରହି ପାରିବେ ସେମାନେ ୱାର୍ଡମେମ୍ବର ହେଇ ପାରନ୍ତି ବା ଗାଁ ର ଅଉ କିଏ ଅନ୍ୟ ଲୋକ ବି ହେଇ ପାରନ୍ତି. କିନ୍ତୁ ସେ କମିଟି formation ର ପୁରା ଦାୟିତ୍ବ ହଉଛି ସରପଞ୍ଚ ଙ୍କ ର |ଏହି ବିକାଶ ସମିତି ରେ ଏହି 4 ଟା group minimum ରହିବେ.
St cast ରୁ ଜଣ ଙ୍କୁ, sc cast ରୁ ଜଣ ଙ୍କୁ, women ରୁ ଜଣ କୁ, obc ରୁ ଜଣ ଙ୍କୁ, ବାକି ତାକୁ ଛାଡ଼ିକି ଅଉ 2 ଜଣ ଙ୍କୁ ଏଇଟା କେବଳ ସରପଞ୍ଚ ଙ୍କ ପାଖ ରେ ପାୱାର ଅଛି ସିଏ ହିଁ ତାଙ୍କୁ ମନୋନୀତ କରି ପାରିବେ. Actually ai ଯୋଉ ବିକାଶ ସମିତି ର କାମ କଣ.. ଏମାନେ କଣ କରିବେ, amane jenerally ଯେହେତୁ ଭାରତ ର maximum ଗାଁ cultivation depended ବା ଚାଷ ଉପରେ ଭରସା କରିକି ଚଳନ୍ତି. ତେଣୁ ତାଙ୍କର ପ୍ରଥମ କାମ ହଉଛି..
ଗାଁ ରେ ଚାଷ ଠିକ୍ ଠାକ୍ ହଉଛି ନା ନାହିଁ, ବିହନ ଠିକ୍ ସେ ମିଲୁଛି କି ନାହିଁ, ଗାଁ ରେ ଚାଷ ରୁ ଉତ୍ପାଦନ ହଉଚି ନ ନାହିଁ, ଧାନର ଯୋଉ ରେଟ ସେଇଟା ଠିକ୍ MSP ରେ ଯାଉଛି ନ ନାହିଁ.. ୟା ଭିତରେ କିଛି problem ଅଛି କି? ବା ଯଦି କାହାର କ୍ଷୟ କ୍ଷତି ହଉଛି ସେ ହିସବ୍ ରଖିବା କାମ ହଉଛି ବିକାଶ ସମିତି ର.. ତା ସହିତ ପଶୁ ପାଳନ, ମାଛ ଚାଷ, even ration card କାହାକୁ ମିଳିବ, କାହାକୁ ନ ମିଳିବ, ଏ ଯୋଉ କମିଟି ଏ ପ୍ରଥମ recommend କରିବା କଥା. ବିକାଶ ସମିତି recommend କରିବ ଯେ ଏ ଲୋକ ର ration card ନାହିଁ, ୟାକୁ ନିହାତି ମିଳିବା ଦରକାର. ଆଜିକା ଦିନ ରେ ହଉଛି କି ନାହିଁ ଆପଣ ଆପଣଙ୍କ ଗାଁ ବିଷୟ ରେ ଭାବିଲେ ବୁଝି ପାରିବେ.
Second ସମିତି ହଉଛି ନିର୍ମାଣ ସମିତି ( construction)
ଧର ଗାଁ ରେ developmental work. ମାନେ ଆପଣଙ୍କ ର ରାସ୍ତା କୁହନ୍ତୁ, ମଣ୍ଡପ କୁହନ୍ତୁ ଗାଁ ରେ ବହୁତ ଗୁଡାଏ ଜିନିଷ ହୁଏ, ପୋଖରୀ ର ଚାରି ପଟ ନିର୍ମାଣ କୁହନ୍ତୁ, କେନାଲ ଖୋଲିବା କଥା କୁହନ୍ତୁ,
A ସବୁ କାମ construction କମିଟି କିମ୍ବା ନିର୍ମାଣ କମିଟି ର ଅନ୍ତର୍ଭୁକ୍ତ. ଏଥିରେ ବି 6 ଜଣ ମେମ୍ବର ରହି ବେ କିନ୍ତୁ 4 ଜଣ minimum. ଜନେ st ru, ଜନେ sc ru, ଜନେ obc ରୁ ଅଉ ଜନେ women ରୁ ରହିବା ନିହାତି ଦର୍କାର. ଏ କମିଟି ବି ବନେଇବା କାମ ହଉଛି ସରପଞ୍ଚ ଙ୍କ ର.
3rd ସମିତି ହଉଛି ଶିକ୍ଷା ସମିତି.
ମତେ ଲାଗୁଛି ଶିକ୍ଷା ସମିତି ନିହାତି ପ୍ରତି ଗାଁ ରେ ରହିବା ଦରକାର.
Kanhiki ରହିବା ଦରକାର ମୁଁ କହୁଛି.. କାରଣ ଏ କମିଟି ର କାମ ହଉଛି.. Minimum ensure କରିବ ଯେ ତାଙ୍କ ଗାଁ ରେ minimum ଯୋଉ school ଅଛି, high-school ପ୍ରାୟ ପାଖା ପାଖି ସବୁ ଗାଁ ରେ ଅଛି ସେମାନଂକ କାମ ହଉଚି ଯେ ensure କରିବ ଯେ ତାଙ୍କ ଗାଁ ର ସମସ୍ତ ପିଲା 10th ପର୍ୟ୍ୟନ୍ତ ପାଠ ପଢିବା ଦର୍କାର.
ସେଥିରେ କିଏ କିଏ ମେମ୍ବର ରହିବେ. ସେମିତି କିଛି rule ନାହିଁ ଯେ st, sc, obc ରହିବେ ଏମିତି କିଛି ନାହିଁ କିନ୍ତୁ main ସେଥିରେ କିଏ ନିହାତି ରହିବ ଦର୍କାର.. Primary school au high school ahi 2 ଟା ଯାକ school ର headmaster. ସିଏ କମିଟି ରେ ନିହାତି member ରହିବ ଦରକାର. ତା ସହିତ ଗାଁ ର ଯଦି କିଏ ପାଠ ପଢା ପାଢି ଲୋକ ଥିବେ. A ସବୁ କମିଟି ରେ ସରପଞ୍ଚ ରହିବା ତା ନିଶିତ. ଅଉ ଶିକ୍ଷା କମିଟି ରେ nayeb ସରପଞ୍ଚ ବା ଡେପୁଟି ସରପଞ୍ଚ ଯାହାକୁ କୁହନ୍ତି ସିଏ ବି ସରପଞ୍ଚ ଚାହିଁଲେ ରଖି ପାରିବେ.
ଏ ହେଇଗଲା 3rd ସମିତି. ତାଙ୍କ କାମ ହଉଛି ensure କରିବା, ଛୋଟ ବେଳୁ ମେଟ୍ରିକ୍ ପର୍ୟ୍ୟନ୍ତ ପିଲାଙ୍କୁ ଠିକ୍ ସେ ପାଠ ପଢା ଯାଉଛି କି ନାହିଁ, ଶିକ୍ଷା ର ବ୍ୟବସ୍ଥା କଣ, ସ୍କୁଲ କୁ teacher ଆସୁଚନ୍ତି କି ନାହିଁ. ଯଦି ଏଥିରେ କିଛି ତ୍ରୁଟି ଦେଖା ଯାଉଛି ତାହେଲେ ତାଙ୍କ କାମ ହଉଛି report କରିବା ସରପଞ୍ଚ ଙ୍କୁ ଅଉ ସରପଞ୍ଚ ତା ପରେ କଣ step ନେବେ, କୋଉଠି report କରିବେ ସେଇଟା ଆମେ ପରେ discussion କରିବା.
4th ସମିତି ହେଉଛି ସ୍ୱାସ୍ଥ୍ୟ କଲ୍ୟାଣ ସମିତି.
It is again a important ସମିତି. ସ୍ୱାସ୍ଥ୍ୟ କଲ୍ୟାଣ ସମିତି ରେ କେହି ବି ରହି ପାରିବେ. ସେଥିରେ କିଛି ଆପଣଙ୍କୁ ଦର୍କାର ନାହିଁ. ସେଥିରେ ସରପଞ୍ଚ ଗାଁ ରୁ 6 ଜଣ ଙ୍କୁ member କରି ପାରିବେ. ଯୋଉ ମାନଙ୍କ ର କାମ ହଉଛି ତାଙ୍କ ଗାଁ ରେ ସ୍ଵାସ୍ଥ୍ୟ ଅବସ୍ଥା ଠିକ୍ ଠାକ୍ ଅଛି ନା ନାହିଁ, even ଟୀକା କରଣ ଠୁ ଆରମ୍ଭ କରି
HOSPITAL ରେ doctor ଅଛନ୍ତି କି ନାହିଁ, ରେଗୁଲାର ଡକ୍ଟର ଆସୁଛନ୍ତି କି ନାହିଁ, farmasist ଅଛନ୍ତି କି ନାହିଁ, nurse ଅଛନ୍ତି କି ନାହିଁ, ଯୋଉ Government supply medicine ଅଛି ସେ ଗୁଡ଼ାକ ଅଛି ନା ନାହିଁ. A ସବୁ ଦେଖିବା କାମ ହଉଛି ଶିକ୍ଷା ସମିତି ର.
5th ସମିତି ହଉଛି ଜଳ ପ୍ରବନ୍ଧ କ୍ ସମିତି.
ଯେହେତୁ ମୁଁ କହିଲି ଯେ ଆମର ଚାଷ୍ ଉପରେ ବହୁତ୍ ଗୁଡ଼ାଏ ଅଛି.
ଜଳ ସମିତି 2 ପ୍ରକାର 1- ହଉଛି ଚାଷ ପାଇଁ ଜଳ
2- ପିଈବା ପାଇଁ ଜଳ
2 ଟା ଯାକ ଜଳ ବ୍ୟବସ୍ଥା କୁ ଦେଖିବା ପାଇଁ ଗୋଟେ ସମିତି ଗଠନ ହେବ, 6 ଜଣ member ରହିବେ. ଏଥିରେ କିଛି restrictions ନାହିଁ ଯେ st, sc, obc ଏମାନେ ରହିବେ ନ ରହିବେ ଅଲଗା କଥା.
କିନ୍ତୁ ପୂରା surely powerful ହଉଛନ୍ତି ଆମର ସରପଞ୍ଚ ଯିଏ କି ସିଏ ଏ କମିଟି ଟାକୁ ବନେଇବ, ତାଙ୍କ କାମ ହଉଛି ସେମାନେ report କରିବେ ସରପଞ୍ଚ କୁ. ଯେ aia aia aia ଆପଣ କରିପାରିବେ.
ୟାକୁ ଛାଡ଼ିକି last but Important ହଉଛି... ପ୍ରାଶାସନିକ ସମିତି.
ପ୍ରସାଶନିକ ସମିତି ର କାମ ହଉଚି, ये ଯୋଉ 5 ଟା ଯାକ କମିଟି ରହିଲେ, ୟାକୁ ଛାଡ଼ିକି ଯେତେ Government project ଆସୁଛି ଗାଁ କୁ. ଆଜିକାଲି ତ ବଡ ବଡ ଗାଁ କୁ ବର୍ଷକୁ କୋଟିଏ ରୁ ଦୁଇ କୋଟି ପର୍ୟ୍ୟନ୍ତ ଆସୁଚି ପ୍ରୋଜେକ୍ଟ.. ସେ ସବୁ କୁ ଦେଖିବା କାମ ହଉଚି ପ୍ରଶାସନିକ ସମିତିର.
Jadi ରାସ୍ତା ତିଆରି ହେଇଚି ଭଲ ହେଇଛି ନ ନାହିଁ, ତେଣୁ A କମିଟି ରେ ବି କିଛି restrictions ନାହିଁ, ସମସ୍ତେ ରହି ପାରିବେ. କିନ୍ତୁ ରହିବା କଥା, ସରପଞ୍ଚ ଙ୍କ ହାତରେ ଦାୟିତ୍ବ ଯେ ସେ କାହାକୁ ରଖିବେ କାହାକୁ ରଖି ବେ ନାହିଁ.
କିନ୍ତୁ ଏଇଟା ହଉଚି ପୁରା ପୁରି ସରପଞ୍ଚ ଙ୍କ wiseness ଉପରେ depend କରେ ଯେ ସେ କୋଉ କମିଟି ରେ କାହାକୁ ରଖୁଛନ୍ତି.
ବର୍ତ୍ତମାନ ବଡ଼ Question ହଉଛି.. ଆମେ ଯେତେବେଳେ ସରପଞ୍ଚ Election ରେ ଭୋଟ ଦବାକୁ ଯାଉଚନ୍ତି, ଯାହାକୁ ଆମେ ସରପଞ୍ଚ ବନେଇବାକୁ ଯାଉଛନ୍ତି... ଶୁଣନ୍ତୁ ଆମେ ଜାଣିଛୁ ଯେ ସରପଞ୍ଚ ରେ party ନାହିଁ. ବା Political party ନାହିଁ.. ସମସ୍ତେ ସେଠି independent ହିସାବରେ ଲଢ ନ୍ତି.. କିନ୍ତୁ ତା ପରେ ବି Election time ରେ ଆମେ ବହୁ ତ ଥର ଦେଖିଛୁ ଯେ.. bjd ସମର୍ଥିତ ପ୍ରାର୍ଥୀ, bjp ସମର୍ଥିତ ପ୍ରାର୍ଥୀ.. Congress ସମର୍ଥିତ ପ୍ରାର୍ଥୀ... ତା ମାନେ ଆପଣ ଭାବି କି ଚାଲନ୍ତୁ ଯେ.. Aita direct ନହେଲେ ବି indirect political party. ଯୋଉମାନେ party ଦେଖିକି ଭୋଟ ଦେଉଚନ୍ତି.. ସେମାନେ ଭାବିବା ଦରକାର ଯେ ତାର minimum ai 6 ଟା ସମିତି କୁ ସମ୍ଭାଳିବା ବା formation କଲା ଭଳି a capability ଅଛି ତ..
Minimum ai 6 ଟା କମିଟି ତ formation କରି ପାରିବ..
ତାକୁ ଛାଡି କି ଆମେ ଯିବା, ଦେଖିବା ସରପଞ୍ଚ ମାନଙ୍କ ର salary ଉପରେ. ସରପଞ୍ଚ, ୱାର୍ଡମେମ୍ବର..
ହଁ या ପୂର୍ବରୁ ଗୋଟେ କଥା କହୁଛି.. ବହୁତ୍ ଲୋକ ଜାଣି ନ ଥିବେ..
Election ଆସିଲେ.. Tv ରେ, newspaper re ଆସେ ତ୍ରିସ୍ତରୀୟ ପଞ୍ଚ ୟତ ନିର୍ବାଚନ..
ମୁଁ ମଝିରେ ପଚାରିଥିଲି କିଛି ଲୋକଙ୍କୁ ଯେ, ତ୍ରିସ୍ତରୀୟ ନିର୍ବାଚନ ମାନେ କଣ.. ଲୋକଙ୍କ ର understanding aia ଯେ.. ମାନେ ମୁଁ ଜାଣିନି ବହୁତ୍ ଲୋକ ଜାଣିଥିବେ ବୋଧେ. ମୋ ଜାଣିବାରେ 60%ଲୋକଙ୍କ ପାଖରେ ଆଇଡିଆ ହିଁ ନ ଥିବ. କାହିଁକି କୁହାଯାଏ ତ୍ରିସ୍ତରୀୟ.. ବହୁତ୍ ଲୋକ କହିଛନ୍ତି ତିନି ଭାଗରେ ଓଡିଶା ରେ Election ହବ.. ସେଥିପାଇଁ ତାକୁ ତ୍ରିସ୍ତରୀୟ କୁହା ଯାଏ ନି.
ତ୍ରିସ୍ତରୀୟ ଏଇଥି ପାଇଁ କୁହନ୍ତି.. Word ରୁ ବା ଆପଣଙ୍କ ର ଛୋଟ ସାହିରୁ ଜନେ.. ଯିବ ୱାର୍ଡମେମ୍ବର ହେଇ କି.. ଆପଣଙ୍କର ଗାଁ ରୁ ଜନେ ଯିବ ସରପଞ୍ଚ ହେଇକି ଗାଁ ଦେଖିବ.. ଅଉ ଜନେ block କୁ ଯିବ ଯାହାକୁ କୁହାଯାଏ nominee ( ସମିତି ସଭ୍ୟ ପ୍ରାର୍ଥୀ) ହେଇକି. ସେଥିପାଇଁ ତାକୁ କୁହଯାଏ ତ୍ରିସ୍ତରୀୟ ପଞ୍ଚ ୟତ ନିର୍ବାଚନ. ଜନେ block ରେ, ଗାଁ ରେ, ଅଉ ଜନେ ନିଜ ସାହି ରେ..
ସେଥିପାଇଁ ତାକୁ କୁହନ୍ତି ତ୍ରିସ୍ତରୀୟ Election process.
ଅବେ ଆମେ ଦେଖିବା ଏମାନଙ୍କ salary କେତେ..
ଦେଖନ୍ତୁ ସରପଞ୍ଚ ଙ୍କ ର salary ହୁଏ ତ ବେଶୀ ନୁହଁ.. ତାଙ୍କ salary 2.5 k ରୁ 3.5 k. ସେ ପଞ୍ଚାୟତ ରେ ଯେତେ ଟା word ଥିବ.. ପ୍ରତି ଗ୍ରାମ ପଞ୍ଚାୟତ କିଛି word କୁ ନେଇ ଗଠିତ. ଯେତିକି word ଥିବ.. Minumum 10 ଟା. Word ତ ଥାଏ.. ପ୍ରତି ପଞ୍ଚାୟତରେ.
କୋଉଠି 15 ଅଛି, 20 ଅଛି କିନ୍ତୁ minimum 10 ଟା word ଥିବ ହିଁ ଥିବ.
10 ଟା ଯାକ word member ମିଶିକରି ଗୋଟେ word member କୁ ନାଏବ ସରପଞ୍ଚ ବା ଡ଼େପୁଟି ସରପଞ୍ଚ ବୋଲି ବାଛନ୍ତି. ଡେପୁଟି ସରପଞ୍ଚ ଙ୍କ ଦରମା ହଉଛି ପାଖାପାଖି 1200 ରୁ 2000 ଟଙ୍କା. Word member ଙ୍କ ଦରମା ହଉଚି 500 ରୁ 1000 ଟଙ୍କା.
Officially ତାଙ୍କ ଦରମା ଏତିକି. ଆପଣ ଥରେ ଭାବି ki ଦେଖନ୍ତୁ.. 3000 ତାଙ୍କ ଦରମା ପାଉଥିବା ଜନେ ସରପଞ୍ଚ ତାର 5 ବର୍ଷ କାର୍ଯ୍ୟକାଳ ସରିବା ପରେ ସେ କେତେ ଟଙ୍କା ସମ୍ପତ୍ତି ର ମାଲିକ ହୁଏ, ଅପଣ ମୋ ଠୁ ହୁଏ ତ better ଜାଣିଥିବେ.
Aia ହଉଛି ଆମର ବ୍ୟବସ୍ଥା 500 ରୁ 3000 ଭିତରେ ଦରମା.
ୟା ପରେ ରହିଲା ସରପଞ୍ଚ ଙ୍କ ର au କଣ କଣ ସବୁ କାମ ଅଛି.
ସରପଞ୍ଚ ଚାହିଁଲେ ଅଉ କଣ କଣ ସବୁ କରି ପାରିବେ. ସରପଞ୍ଚ ତ ସବୁ ଯାକ କମିଟି ର ହେଡ ହେଇ କି ରହିଲେ.. ଗାଁ ର ଗୋଟେ ଲୋକ ଥାନ୍ତି ତାକୁ କୁହନ୍ତି ପଞ୍ଚାୟତ ସେକ୍ରେଟେରୀ. ଗାଁ ର Development ପାଇଁ ଯେତେ ଟଙ୍କା ଆସିବ, ସରପଞ୍ଚ ଏକୁଟିଆ ଚାହିଁଲେ ଉଠେଇ ପାରିବେ ନାହିଁ. ସେଥିରେ ତାଙ୍କୁ ପଞ୍ଚାୟତ ସେକ୍ରେଟେରୀ ଅଉ ସରପଞ୍ଚ ଙ୍କ ର joint signature ଦରକାର ସେ account ରୁ ଟଙ୍କା ଉଠେଇ ବା ପାଇଁ. ତେଣୁ ଆପଣ ଭାବନ୍ତୁ corruption କଥା ଆମେ କହୁଛନ୍ତି ଯେ
ସରପଞ୍ଚ ଚୋରି କରି ଦେଲେ, ସରପଞ୍ଚ ଖାଇଗଲା.. ଏକୁଟିଆ ସରପଞ୍ଚ ଜମା ବି ଦାୟୀ ନୁହଁ ଏ ଚୋରି ବା corruption ପାଇଁ.
ଚୋରି କରିବା ରେ ପଞ୍ଚାୟତ ସେକ୍ରେଟାରୀ ଙ୍କ ସେତିକି ହାତ ଅଛି ଯେତିକି ସରପଞ୍ଚ ଙ୍କ ହାତ ଅଛି. ନହେଲେ ହେଇ ହିଁ ପାରିବନି, bill pass hei ପାରିବନି corruption ହବ କେମିତି? ତେଣୁ ଏ ଯୋଉ ପଞ୍ଚାୟତ ସେକ୍ରେଟେରୀ ସରକାରଙ୍କ ଦ୍ଵାରା ସେଠି posted ଥାନ୍ତି. ସରପଞ୍ଚ ହୁଏ ତ Change ହେଇ ଯାଇ ପାରନ୍ତି କିନ୍ତୁ ସକ୍ରେଟାରୀ କିନ୍ତୁ ସେଠି ଥାନ୍ତି aita ତାଙ୍କର Government ଚାକିରି ସେ ସେଇଠି ରୁହନ୍ତି ହଁ ତାଙ୍କର୍ ଟ୍ରାନ୍ସଫର ହେଇ ପାରେ କିନ୍ତୁ ସେ ହେଉଛନ୍ତି Government ର ଲୋକ.
Next point ହଉଛି.. ଆମେ ଏବେ ବୁଝିବା exactly ସରପଞ୍ଚ ଙ୍କ power କେତେ? ସରପଞ୍ଚ ଏକୁଟିଆ ଚାହିଁଲେ କଣ କରି ପାରିବ. ହଁ ସେଥିରେ ଅଉ ଗୋଟେ ଜିନିଷ ରହିଗଲା. ସରପଞ୍ଚ ଙ୍କୁ କିନ୍ତୁ TA & DA ମିଳେ. ସେ ଯଦି ଗାଁ ର କାମ ପାଇଁ ଯିବେ block କୁ, ଯିବେ district କମିଟି କୁ ବା collector ଙ୍କୁ ଦେଖା କରିବା କୁ.. ସେଥିପାଇଁ ତାଙ୍କୁ Government ତରଫରୁ TA, DA ଦିଆ ଯାଏ.
ତ ବର୍ତ୍ତମାନ ଆମେ ଦେଖିବା ଗୋଟେ ସରପଞ୍ଚ actually କେମିତି ଚାହିଁଲେ ତା ଗାଁ କୁ ସୁନା କରି ପାରିବ. Suppose ଆପଣ ସରପଞ୍ଚ ଙ୍କ power ବୁଝନ୍ତୁ. ଧର ସରପଞ୍ଚ ଗୋଟେ project କଲେ. କହିଲେ ଯେ ଆମ ଗାଁ ଏଠି ଗୋଟେ ଲାଇବ୍ରେରୀ ହବା ଦରକାର. କମିଟି ଫାଇନାଲ କରି ଦେଲା. ସରପଞ୍ଚ ସେଥିରେ signature କଲେ. ସିଏ ପଠେଇବେ collecter ଙ୍କ ପାଖକୁ. ସରପଞ୍ଚ ଚାହିଁଲେ collecter ଙ୍କ ପାଖକୁ ପଠେଇ ପାରିବେ. Chief minister ଙ୍କ ପାଖ କୁ ପଠେଇ ପାରିବେ. Even prime minister ଙ୍କ ପାଖକୁ ବି ପଠେଇ ପାରିବେ. ଯାହା ଚାହିଁବେ. ଯଦି ତାଙ୍କୁ ଲଗିଲା ଯେ logically aita ମୋ ଗାଁ ପାଇଁ ନିହାତି Important ବା ଦରକାର, ତାହେଲେ ସେ କୋଉଠୁ ବି permission ଆଣି ପାରିବେ. Suppose ଆପଣ ଭାବନ୍ତୁ, ସେ ପଠାଇଛନ୍ତି Chief minister ପାଖକୁ ମୋ ଗାଁ ରେ ଏଠି ଗୋଟେ stadium ହବା ଦରକାର, suppose Chief minister ତାକୁ reject କରି ଦେଲେ. ଯେ ନାଇଁ aita ହେଇ ପାରି ବନି. କାରଣ ଆଜି କାଲି ଆପଣ ଜାଣିଛନ୍ତି ଯେ ଯଦି ନିଜ ପାର୍ଟୀ ର ଲୋକ ହେଇ ଥିବ ହବ କାମ ନହେଲେ ହେଇ ପାରି ବନି. ଭାବନ୍ତୁ ଜନେ ଅଲଗା party ସମର୍ଥୀତ ସରପଞ୍ଚ ଆପଣଙ୍କ area ରେ ଜିତିଛନ୍ତି.. ସରପଞ୍ଚ ଙ୍କ ପାଖରେ ସେ power ଅଛି ସେମାନେ ସେ rejection ଉପରେ court ରେ ଯାଇ କି ଲଢ଼ି ପାରିବେ. ସେମାନେ କୋର୍ଟ କୁ ଯାଇ କି କହି ବେ ଯେ ଆଜ୍ଞା aita ହଉଚି logical ଜିନିଷ, ମୋ ଗାଁ ରେ ଗ୍ରାମସଭା ହେଇଛି, ମୋ wordmember ମାନେ signature କରିଛନ୍ତି, aita ହବା ଦରକାର. Court ରେ challenge କରି ପାରିବେ. ସରକାର ଙ୍କୁ exact reason ଦବାକୁ ପଡିବ. କାହିଁକି ଦିଆ ଯିବ ନାହିଁ. ୟାକୁ ଛାଡ଼ିକି ସରପଞ୍ଚ ଙ୍କ ଆହୁରି ବହୁତ୍ ଗୁଡ଼ାଏ power ଅଛି. Au ଗୋଟେ second power ହେଲା police verification. ଆପଣ ଭାବନ୍ତୁ କାହାର ଜନଙ୍କର Government ଚାକିରି ହେଇଗଲା. ବା କିଏ PASSPORT apply କଲା.. Police verification ଦରକାର ପଡିବ. Aita ହଉଛି police ର କାମ ଲୋକ ଭଲ, କି ଚୋର ବୁଝିବା କାମ ହଉଛି police ର. ଯଦି ସରପଞ୍ଚ ତା power ରେ କହିଦିଏ ଯେ, ନାହିଁ ମୁଁ ଏ ଲୋକକୁ ଜାଣିଛି ଏ ଲୋକଟି ଭଲ ଲୋକ.. ତାହେଲେ ବି ଅଉ police ସେଥିରେ interfere କରି ବନି. ସରପଞ୍ଚ recommendations ରେ ଆପଣଙ୍କ ର police verification easily ହେଇଯିବ.
ସରପଞ୍ଚ ଯଦି ଚାହିଁବେ ତାହେଲେ ସେ ଆପଣଙ୍କର କିଛି ବି କାମ ପାଇଁ ଯାଇ କି collecter ଙ୍କ office ରେ କହି ପାରିବେ. ଯଦି suppose ଆପଣଙ୍କ area ରେ କାମ ହଉନି, ସେ collecter ଙ୍କ office ରେ ଯାଇ କି ବସି ପାରିବେ, collecter ଙ୍କୁ କହି ପାରିବେ, ପଞ୍ଚାୟତ ରାଜ Department କୁ କହି ପାରିବେ, MLA ଙ୍କୁ କହି ପାରିବେ, MP ଙ୍କୁ କହି ପାରିବେ, ତାଙ୍କ ଗାଁ ପାଇଁ ଯାହା ଦରକାର.
ମୁଁ କାହିଁକି କହୁଛି ସରପଞ୍ଚ ଏ ସବୁ କରି ପାରିବେ.. କାରଣ ବୁଝିବା କଥା ଆମେ ଯାହାକୁ ସରପଞ୍ଚ ବାଛିବା. ପ୍ରଥମ ଆଗ ଦେଖିବା ସେ ଲୋକ ଯାଇ କି କଥା ତ କହି ପାରିବା ଦରକାର ନା.. Ai ai ଜାଗାରେ.. ଖାଲି ଯଦି ଜନେ ପଇସା ଅଛି ବୋଲି ବାଣ୍ଟି କି ସରପଞ୍ଚ ହେଇ ଯାଉଛି.. ନା ସେ କମିଟି formation କରି ପାରିବ, ନା ଯାଇ କି କୋଉଠି କଥା କହି ପାରିବ, ନା ନିଜେ ଗୋଟେ ଆପ୍ଲିକେସନ ଲେଖିପାରିବ.. Minimum ତାଠୁ ଏବେ ଆମେ ଭାବୁଛୁ ସମୟ ଆସିଲାଣି ତାଠୁ ଆମକୁ ଉପରକୁ ଯିବାକୁ ପଡିବ. Minimum ଆମେ ଯେତେବେଳେ ସରପଞ୍ଚ ବାଛିବାକୁ ଯାଉଚନ୍ତି... କିଛି ନ ହେଲେ ବି ମୁଁ କହୁନି ଯେ ସେମାନେ ବହୁ ତ ପାଠ ପଢିଥିବା ଦରକାର.. ଅଳ୍ପ ପଢ଼ିଥିଲେ ବି ଚଳିବ.. କିନ୍ତୁ ଏ ସବୁ ଜାଗା ରେ ବସି କି କଥା କହିଲା ଭଳି ଆ capabiliti ର ମନିଷ ଟେ ସରପଞ୍ଚ ହେଲେ ଗାଁ ର better ଉନ୍ନତି ହେଇ ପାରିବ.. ୟାକୁ ଛାଡ଼ିକି Government ର ପ୍ରତି ପ୍ରୋଜେକ୍ଟ ଗାଁ ରୁ ହିଁ ଆରମ୍ଭ ହୁଏ.. ଆପଣ ଯଦି ଦେଖିବେ Recent ପ୍ରୋଜେକ୍ଟ ମୋ ପୋଖରି ଯୋଜନା. ସ୍ମାର୍ଟ ration card ଚାଲିଛି. ଆପଣଙ୍କର library ଘର ତିଆରି ଯୋଜନା ଚାଲିଛି, ଯୋଉଠି ଯୋଉଠି ଷ୍ଟାଡିୟମ୍ ଦରକାର ସିଏ ଯୋଜନା ବି ଚାଲିଛି.. ବହୁ ତ ଗୁଡ଼ାଏ ଯୋଜନା ର କାମ ଚାଲିଛି.. ସରପଞ୍ଚ ଯଦି ଚାହିଁବେ ସୁନା କରିଦେବେ ସେ ଗାଁ କୁ. ଜନେ ସରପଞ୍ଚ ଯଦି ଚାହିଁବେ ମୋ ଗାଁ କୁ ସୁନା କରିବି ବୋଲି ସୁନା କରି ଦେଇ ପାରିବ. ୟାକୁ ଛାଡ଼ିକି ସରପଞ୍ଚ ଙ୍କ ଅଉ ଗୋଟେ power ହଉଛି. ଆପଣଙ୍କ ଗାଁ ରେ ଯଦି ଛୋଟ ଛୋଟ କୋଉଠି ପାଟି ତୁଣ୍ଡ ହଉଛି, ଜାଗା ବାଡ଼ି ନେଇ କି ପାଟି ତୁଣ୍ଡ ହଉଛି, ଭାଇ ଭାଇ ଭିତରେ ପାଟି ତୁଣ୍ଡ, ସରପଞ୍ଚ ପାଖରେ ସେ ପାୱାର ଅଛି..
ଥାନାକୁ ନ ଯାଇ କି ସିଏ ଚାହିଁ କି ବସି କୀ compromise କରି କରି କି ବି ଲେଖି ପାରିବେ. ଯଦି ବି ଥାନା ରେ fir ହେଇ ଛି ସରପଞ୍ଚ ବସି କି ଜଦି compromise note ଦେଇ ଦଉଛନ୍ତି ତାହେଲେ ସେଇଟା case register ହବନି compromise ହେଇଛି ବୋଲି ମାନି ନିଆ ଜୀବ. ଯଦି ଓ ଆଜି କାଲି ଏ ଜିନିଷ ଟା ବହୁତ୍ କମ୍ ଦେଖିବାକୁ ମିଲୁଛି.
ହଁ ସରପଞ୍ଚ ଙ୍କ ର ସବୁଠାରୁ ଗୋଟେ ବଡ଼ power ହଉଛି, ସରପଞ୍ଚ Election ଜିତିଲା ପରେ 2 ବର୍ଷ ପର୍ୟ୍ୟନ୍ତ ତାଙ୍କ against ରେ ଅବିଶ୍ୱାସ ପ୍ରସ୍ତାବ ଆସି ପାରିବ ନାହିଁ.. ଆପଣ କୌଣସି ପ୍ରକାର 2 ବର୍ଷ ଭିତରେ ସରପଞ୍ଚ କୁ କାଢି ପାରିବେ ନାହିଁ. ତା ପଛରେ logic aia, ସମ୍ବିଧାନ ରେ aia ଦିଆ ଯାଇଛି ଯେ, ବହୁତ୍ ଜାଗାରେ କଣ ହୁଏ, ସରପଞ୍ଚ କାମ କରିବାକୁ ଯାନ୍ତି କିନ୍ତୁ ai ଯୋଉ party, political ଲୋକ ଯୋଉ କାମ ହବ, ଯୋଉଥିରେ ବହୁତ୍ ଗୁଡ଼ାଏ ଲୋକଙ୍କ ର ମଙ୍ଗଳ ହବ.. କିନ୍ତୁ କିଛି ଲୋକ ତାକୁ ବିରୋଧ କରନ୍ତି ବା କିଛି ସମୟ ପାଇଁ କିଛି ଲୋକଙ୍କର କ୍ଷତି ହୋଇପାରେ.
ସେଇଥିଲାଗି ପ୍ରଥମ 2 ବର୍ଷ ପର୍ଯ୍ୟନ୍ତ କେହି ତାଙ୍କୁ ସରପଞ୍ଚ ପଦ ରୁ କାଢି ପାରିବେ ନାହିଁ, ତାଙ୍କୁ independent ପାୱାର ଦିଆ ଯାଇଛି ଯେ ଆପଣ ପ୍ରଥମ 2 ବର୍ଷ ଯାହା ଚାହିଁବେ ସେଇଆ କରିପାରିବେ. ୟାକୁ ଛାଡି କି ବି ବହୁ ତ୍ ଗୁଡ଼ାଏ ପାୱାର ଅଛି, ତେଣୁ ମୁଁ ଭାବୁଛି କଣ ୟା ପରେ ଯେତେବେଳ ସରପଞ୍ଚ ଆପଣଙ୍କୁ Question ପଚାରିବାକୁ ଯିବେ.. ୟା ପରେ ସରପଞ୍ଚ ଯେତେବେଳେ ଆପଣଙ୍କ ପାଖକୁ ଭୋଟ ମାଗିବାକୁ ଆସିବେ.. ମୁଁ ସରପଞ୍ଚ ରେ ଛିଡା ହଉଛି. ଆପଣ ତାଙ୍କୁ minimum ଗୋଟେ Questions କରିବେ, ଆପଣ ଯଦି ସରପଞ୍ଚ Election ଜିତିବେ ତାହେଲେ କୋଉ 6 ଟା କମିଟି ଗଠନ କରିବେ. ଆମକୁ ଟିକେ କୁହନ୍ତୁ. ଆପଣ କୁହନ୍ତୁ ଆମ ପଞ୍ଚାୟତ ପାଇଁ ଆପଣଙ୍କ ର vision କଣ? ପୂର୍ବ ସରପଞ୍ଚ କଣ କରି ନ ଥିଲେ ଯେ ଆପଣ କଣ ଏକ୍ସଟ୍ରା କରିବେ? ଆପଣ ପଚାରନ୍ତୁ ସ୍ୱାସ୍ଥ୍ୟ ସମିତି ରେ ଆପଣ କାହାକୁ କାହାକୁ ନେବେ. ଆପଣ କାହାକୁ indetify କରିଛନ୍ତି ea ଆମର ଶିକ୍ଷା ସମିତି ରେ ରହିବେ. କାରଣ ଏ କମିଟି ବିଷୟରେ ଜାଣିବା ନିହାତି ଦରକାର. ଦେଖନ୍ତୁ ମୁଁ କହୁନି ଯେ ଯିଏ ସରପଞ୍ଚ ହବ ସିଏ ସବୁଥିରେ Expert ହେଉଥିବା ଦରକାର.. ଶିକ୍ଷା ଜାଣିଥିବା ଦରକାର, ସ୍ଵାସ୍ଥ୍ୟ ଜାଣିଥିବା ଦରକାର, ନିର୍ମାଣ ବି ଜାଣିଥିବା ଦରକାର, ବ୍ୟବସ୍ଥା ଜାଣିଥିବା ଦରକାର.. ସେଇଟା ନୁହଁ. କିନ୍ତୁ ତାଙ୍କ ର କାମ ହଉଚି ଏ କମିଟି formation କରିବା. କିନ୍ତୁ ବହୁ ତ ସମୟରେ ଏ କମିଟି formation ହଉ ନାହିଁ, ଗ୍ରାମ ସଭା ହଉନାହି, ସରପଞ୍ଚ ଏକୁଟିଆ ମନଇଚ୍ଛା ଯାହା ଯେତେବେଳେ ଚାହୁଁଛନ୍ତି କରୁଛନ୍ତି, ତେଣୁ atleast ଯେତେବେଳ ସରପଞ୍ଚ ପ୍ରାର୍ଥୀ ଯେତେବେଳ ଆସୁଚନ୍ତି Election ବେଳେ ଆମର aita କର୍ତ୍ତବ୍ୟ ଯେ ଆମକୁ ai Question ପଚାରିବା ଦର୍କାର. ଧନ୍ୟବାଦ
Comments
Post a Comment