Hello friends. Welcome to ama Jayadev panchayat youtube channel. ମୁଁ pin2 sahoo. ଆପଣ ମାନଙ୍କୁ ସ୍ୱାଗତ୍ କରୁଛି ଆଜିର ଫ୍ରେଶ topic ରେ.
ଆଜି ଆମେ ଜାଣିବା ପାୱାର ଅଫ୍ ଦି ସରପଞ୍ଚ.
ସରପଞ୍ଚ ଙ୍କ ଯୋଉ କ୍ଷମତା ରହିଛି, ଆବଂ ସେ କେତେ ଗୁଡିଏ କାର୍ଯ୍ୟ ର ଅଧିକାରୀ ସେ ଜିନିଷ ଟାକୁ ହିଁ ଆମେ ଟିକି ନିକି ଭବରେ ଆଲୋଚନା କରିବା.
ମୋ ର ବନ୍ଧୁମାନେ ତେବେ ଚାଲନ୍ତୁ ଅଉ ବିଳମ୍ବ ନ କରି ଆମେ ଆଜି କାର ଯୋଉ topic ରହିଛି ଆମର power of the ସରପଞ୍ଚ କୁ ଏଇଠି start କରିବା.
ବୁଝିହେଲା,, ପୂର୍ବରୁ କହିଛି channel କୁ ଯଦି ନୂଆ କରି ଦେଖୁଥାନ୍ତି ତାହେଲେ ଏବେ ହିଁ subscribe କରନ୍ତୁ, ଅଉ ପାଖରେ ଥିବା bell icon କୁ press କରି ଦିଅନ୍ତୁ. ଯାହା ଫଳରେ ମୁଁ ଯେତେବେଳେ ବି Educational video post କରିବି ଆପଣ ଦେଖି ପାରିବେ ସର୍ବ ପ୍ରଥମେ. Abon ଅପାଣମାନେ ଏହି video ଟିକୁ Share କରନ୍ତୁ ଯାହା ଫଳରେ ସେମାନେ ବି ଉପକୃତ ହେଇ ପାରିବେ. ତ ଚାଲନ୍ତୁ au ଡେରି ନ କରି ଆଜିର topic କୁ ଏଇଠି start କରିବା.
ସରପଞ୍ଚ ଙ୍କ କ୍ଷମତା ( power of the sarapanch)
ଓଡିଶା ଗ୍ରାମପଞ୍ଚାୟତ ଆଇନର ୧୯ ଧାରା ଅନୁସାରେ ସରପଞ୍ଚଙ୍କୁ କେତେଗୁଡିଏ କ୍ଷମତା ପ୍ରଦାନ କରାଯାଇଛି ।
( କ ) ସରପଞ୍ଚ ପଞ୍ଚାୟତର ମୁଖ୍ୟ କାର୍ଯ୍ୟପାଳକ ରୂପେ ଦାୟିତ୍ୱ ତୁଲାଇବେ ।
( ଖ ) ସେ ଗ୍ରାମସଭା ଏବଂ ପଞ୍ଚାୟତ ବୈଠକଗୁଡିକୁ ନିୟମିତ ଡକାଇବେ ଏବଂ ସେଥିରେ ଗୃହୀତ ହୋଇଥିବା ପ୍ରସ୍ତାବଗୁଡିକୁ କାର୍ଯ୍ୟକାରୀ କରିବେ ।
( ଗ ) ଗ୍ରାମପଞ୍ଚାୟତ ତରଫରୁ ଆବଶ୍ୟକ ପ୍ରତିଶ୍ରୁତି ଦେବାସହ ଚୁକ୍ତିପତ୍ରରେ ସ୍ବାକ୍ଷର କରିଥାନ୍ତି ।
Character certificate ଗ୍ରାମ ପଞ୍ଚାୟତ ର ସରପଞ୍ଚ ଙ୍କ signature ରେ ହେଇଯିବ.
( ଘ ) ଗ୍ରାମପଞ୍ଚାୟତର ବାର୍ଷିକ ବିବରଣୀ ତାଙ୍କ ଅଧ୍ୟକ୍ଷତାରେ ଉପସ୍ଥାପିତ ହୋଇଥାଏ । ( tax, ହାଟ ବଜାର)
( ଙ ) ତାଙ୍କ ଅଧୀନରେ ଥିବା କର୍ମଚାରୀମାନଙ୍କ କାର୍ଯ୍ୟଶୈଳୀକୁ ସେ ନିୟନ୍ତ୍ରଣ କରିବେ ।
( ଚ.) ପଞ୍ଚାୟତର ବିକାଶ ନିମନ୍ତେ ସମ୍ବିଧାନ ଅନୁମୋଦିତ ପଦକ୍ଷେପ ଗ୍ରହଣ କରିପାରିବେ ।
( ଛ ) ପଞ୍ଚାୟତର ଆଇନଶୃଙ୍ଖଳା ପରିସ୍ଥିତି ଉପରେ ସେ କଡା ନଜର ରଖୁଥାନ୍ତି । ( ସାମାଜିକ, ସାଂସ୍କୁତିକ କାର୍ୟ କ୍ଷେତ୍ର ରେ)
Comments
Post a Comment