ଯଦି କେବେ ଆମକୁ PAN କାର୍ଡ ର ହଠାତ୍ ଦର୍କାର ପଡି ଯାଏ, ତ କେମିତି ଆମେ ନିଜର PAN CARD ନିଜେ ହିଁ online ବନେଇ ପାରିବା? ଆଜିର ଏହି video ରେ ଯୋଉ process ମୁଁ ଆପଣ ମାନଙ୍କୁ କହିବାକୁ ଯାଉଛି, ସେହି process ରେ ଆପଣ ଆପଣଙ୍କର pan card ଉପରେ ନିଜର ଫୋଟୋ ଗ୍ରାଫ୍ ଆବଂ signature କୁ upload କରି ପାରିବେ. Au ଆପଣଙ୍କର ଯୋଉ pan card କୁ print କରିକି Pvc pan card କୁ ଭି ଆପଣଙ୍କର ଘର ଠିକଣାରେ post ମାଧ୍ୟମ ରେ ପଠାଇ ଦିଆଯିବ. ତା ସାଥିରେ Pan card କୁ apply କରିବା କ୍ଷଣି ହିଁ ଆପଣଙ୍କର pan card ର ଡିଜିଟାଲ copy ଆପଣଁକୁ email ଜରିଆରେ ହିଁ ମିଳିଯିବ. ତ କେଉଁ ଭଳି ଭବରେ ଏହି ଭଲି ଗୋଟେ pan card କୁ ଆପଣଁକୁ apply କରିବାକୁ ହେବ, ୟାର complete process ଆମେ ଏହି video ରେ ଦେଖିବାକୁ ଯାଉଛେ. ତେବେ ଚାଲନ୍ତୁ ଆରମ୍ଭ କରିବା.
. Online pan application
Link video description /directly ଆସିପାରିବ /
* application type section
* new pan - Indian citizen(form 49 A)
*category - individual
* applicant information ( title ଶ୍ରୀ, ଶ୍ରୀମତୀ, କୁମାରୀ)
*
Token id generat ହେଇକି ଆସି ଯାଇ ଥାଏ.
I'd ନୋଟ କରିକି ରଖିବେ /continue with pan application form ଉପରେ click/ଏବେ ଆମେ ଆପ୍ଲିକେସନ ର first page କୁ ଆସି ଯାଇଛେ /KYC mode 3 ଟି ରୁ 2nd option (submit scanned images through esign)
କାହିଁକିନା ଆମେ ଏଠାରେ ନିଜ Pan card ଉପରେ ନିଜର ଫୋଟୋ au signature କୁ ନିଜେ ହିଁ upload କରିବାକୁ ଚାହୁଁଛେ.
ଅଉ ଏଠାରେ physical Pan card required section ରେ yes ଅଛି. Yes ରଖିଥାଉ. କାରଣ physical Pan card ଡାକ ମାଧ୍ୟମ ରେ ଆପଣ ଚାହୁଛନ୍ତି.
ଅଧର Number section ରେ last 4 digit କୁ fil କରିବା.
ଆଧାର ରେ ଯେମିତି ନାମ ଅଛି same ସେହି type ର na ଟାଇପ କରନ୍ତୁ.
Scroll କରିକି ତଳକୁ ଆସିବେ. ଆପଣଙ୍କର name ସବୁ show କରିବ. Gender select କରିବେ
Save draft ରେ କ୍ଲିକ କରିକି ସେଭ କରନ୍ତୁ.
Comments
Post a Comment